ଗୁପ୍ତ କୋଠରିକୁ ନେଇ ବଢୁଛି ଉତ୍କଣ୍ଠା, ଏମାର ମଠରେ ରାତି ସାରା ପୁଲିସ୍‌ ପହରା

ଅସୁରକ୍ଷିତ କୋଠାରୁ ବର୍ଷ ବର୍ଷ ଧରି ରଥଯାତ୍ରା ଦେଖୁଥିଲେ ଭକ୍ତ ପୁରୀ : ପାଖାପାଖି ୯୨ କୋଟିର ରୁପା ଇଟାକୁ ନେଇ ଏକଦା ଚର୍ଚ୍ଚିତ ଥିବା ବିତ୍ତଶାଳୀ ଏମାର ମଠ ପୁଣି ଥରେ ଗୁପ୍ତଧନକୁ ନେଇ ଚର୍ଚ୍ଚାକୁ ଆସିଛି, ଯଦିଓ ଏହାର ସତ୍ୟତା ସଂପର୍କରେ ବର୍ତ୍ତମାନ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ମଠ ଯେତିକି ଭାଙ୍ଗୁଛି ଜନମାନସରେ ଉତ୍କଣ୍ଠା ସେତିକି ବଢିବାରେ ଲାଗିଛି। ଆଜି ମଠର ପଛପାର୍ଶ୍ୱ ମହନ୍ତଙ୍କ ଘର … Continue reading ଗୁପ୍ତ କୋଠରିକୁ ନେଇ ବଢୁଛି ଉତ୍କଣ୍ଠା, ଏମାର ମଠରେ ରାତି ସାରା ପୁଲିସ୍‌ ପହରା